Snake rescuers surely contribute to the cause of reducing the snakebite burden of the state in their limited capacity. Snakes entering into human habitations are not welcome by many. We rescue the snakes and relocate them in nearest suitable habitats. Snake Helpline aims to create a rescuer at each block of the state who can help local forest authority and public. People of Odisha can find a snake rescuer in their locality here. They can recommend the name of someone who rescues snakes in their locality. For any queries on rescue or rescuers, call - 9337295142
ଘରେ ସାପଟିଏ ପଶିଗଲେ ବିବ୍ରତ ହୁଅନ୍ତୁ ନାହିଁ । ଏଇ ଆପ୍ ରେ ଆପଣଙ୍କ ଅଞ୍ଚଳରେ ସାପ ଉଦ୍ଧାରକାରୀ ଅଛନ୍ତି କି ନାହିଁ ଦେଖି ନିଅନ୍ତୁ । ଓଡ଼ିଶାର ପ୍ରତି ବ୍ଲକ ସ୍ତରରେ ଅତି କମ ରେ ଜଣେ ଲେଖାଏଁ ସାପ ଉଦ୍ଧାରକାରୀ ବ୍ୟବସ୍ଥା କରିବା ସ୍ନେକ ହେଲ୍ପ ଲାଇନ ର ଲକ୍ଷ । ସ୍ଥାନୀୟ ସାପ ଉଦ୍ଧାରକାରୀ ଙ୍କ ବିଷୟରେ ଆପଣ ମାନେ ଆମକୁ ଜଣାନ୍ତୁ । ସାପ ଉଦ୍ଧାର ବା ଉଦ୍ଧାରକାରୀ ଙ୍କ ସମ୍ପର୍କରେ ଜାଣିବା ପାଇଁ ଫୋନ କରନ୍ତୁ – 9337295142